୨ୟ ଟି-୨୦: ମୁହାଁଁମୁହିଁ ହେବେ…
ଅକଲାଣ୍ଡ: ଆଜି ସାରା ଭାରତ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଅନ୍ୟପଟେ ଆଜି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ମାଟିରେ ଖେଳିବ ତାର ୨ୟ ଟି-୨୦ ମ୍ୟାଚ୍। ଅପରାହ୍ନ ୧୨ ଟା ୨୦ ମିନିଟରେ ଅକଲାଣ୍ଡର ଖେଳାଯିବ ୨ୟ ଟି-୨୦। ଏହି ମ୍ୟାଚ୍ ଜିତି ଭରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ…