ଦୁଷ୍କର୍ମ କଲେ ଓଏଏସ୍ ଅଧିକାରୀଙ୍କ…
ଭୁବନେଶ୍ୱର : ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରି ନନ୍ଦନୀୟ ଘଟଣାଟି ଜଣେ ଓଏଏସ୍ ଅଫିସରଙ୍କ ଘରେ ଘଟିଛି। ନାବାଳିକା ଜଣକ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ।
ଓଏଏସ୍ ଅଫିସରଙ୍କ ଶ୍ବଶୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭ ନଷ୍ଟ କରିବା ପାଇଁ…