ରାସ୍ତାରୁ ପାଇଥିବା ୨୨ ହଜାର ଫେରାଇ…
ସୁନ୍ଦରଗଡ଼: ହେମଗିର ବ୍ଲକ୍ କନ୍ଦାଧୁଡ଼ା ଗାଁର ବିବେକ ମଲ୍ଲିକଙ୍କୁ ଏସ୍ପି ସାଗରିକା ନାଥ ଆଜି ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ତା ସହ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ପ୍ରଶଂସା କରାଯାଇଛି।
ସେ କରୋନାର ଅଭାବ ସମୟରେ ଲୋଭ ନଦେଖାଇ ରାସ୍ତାରୁ ପାଇଥିବା ୨୨ ହଜାର ଟଙ୍କା…