ପାକିସ୍ତାନ ବନ୍ଦ କଲା ବାୟୁ ସୀମା
ଇସଲାମବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ସହିତ ସମସ୍ତ ପ୍ରକାରର କୁଟନୈତିକ ସମ୍ପର୍କ ଶେଷ କରିଛି। ଏଥିସହିିତ ପାକିସ୍ତାନ ନିଜର ବାୟୁ ସୀମାକୁ ଆଂଶିକ ଭାବେ ବନ୍ଦ କରିଛି। ପାକିସ୍ତାନୀ ବିମାନଗୁଡ଼ିକର ଉଡ଼ିବାର ଉଚ୍ଚତା ବଢାଇ ଦିଆଯାିଇଥିବା ବେଳେ ବିମାନ ପଥ ଗୁଡ଼ିକ ମଧ୍ୟ ପରିବର୍ତ୍ତନ କରିଛି।…