ଲାଲଗଡ଼ରେ ଉଡ଼ିବ ବିମାନ
ଭୁବନେଶ୍ବର: ଲାଲଗଡ଼ରେ ଏଣିକି ଉଡ଼ିବ ବିମାନ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ଦୁର୍ଗମ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକ୍ଷମ କରିବ ବିମାନ ସେବା। ରାଜ୍ୟ ତଥା ଦେଶର ବିଭିନ୍ନ ସହର ସହ ବିମାନ ସେବାରେ ଯୋଡ଼ି ହେବ ମାଲକାନଗିରି।
ମିଳିଥିବା ସୂଚନା ମୁତାବିକ, ମାଲକାନଗିରିରେ ହେବ ନୂତନ…