ହେଲିକପ୍ଟର୍ ଏଏଲ୍ଏଚ୍ ଧ୍ରୁବର ଉଡ଼ାଣ…
ଓଏଲ୍ ବ୍ୟୁରୋ : ମୁମ୍ବାଇ ଉପକୂଳରେ ଦୁଇ ଦିନ ତଳେ ଘଟିଥିଲା ହେଲିକପ୍ଟର୍ ଦୁର୍ଘଟଣା। ତେବେ ଦୁର୍ଘଟଣା କାରଣରୁ ବନ୍ଦ ହୋଇଛି ହେଲିକପ୍ଟର୍ ଧ୍ରୁବର ଉଡ଼ାଣ ସେବା। ହେଲିକପ୍ଟର୍ ଦୁର୍ଘଟଣାର କାରଣ ଜଣାନପଡ଼ିବା ପର୍ଯ୍ୟନ୍ତ ଉଡ଼ାଣ ସେବାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିରକ୍ଷା ବାହିନୀ।…