ଆଜି ବାୟୁସେନାରେ ସାମିଲ ହେଲା ୮ ଲଡ଼ାଖୁ…
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ହେବ ଆହୁରି ଶକ୍ତିଶାଳୀ। କାରଣ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଶକ୍ତିଶାଳୀ ଲଢ଼ୁଆ ବିମାନ ଆପାଚ୍ ହେଲିକପ୍ଟର। ପଠାନକୋଟ ଏୟାରବେସ୍ରେ ଆଜି ଆମେରିକା ଦ୍ୱାରା ନିର୍ମିତ ୮ଟି ଆପାଚ୍ AH-64E ହେଲିକପ୍ଟରକୁ ବାୟୁ ସେନାରେ ସାମିଲ କରାଯାଇଛି। ବାୟୁ ସେନା ମୁଖ୍ୟ ଏୟାର…