ଅଭିନୟ ସହ ଗୋ’ ସେବାରେ ମଧ୍ୟ ରୁଚି…
ଅନୁଗୁଳ : ଅଭିନୟ ସହ ଗୋ' ସେବାରେ ମଧ୍ୟ ରୁଚି ରଖିଥାନ୍ତି ଓଲିଉଡ୍ ଅଭିନେତା ଅଶୋକ ଦାସ । ସେ ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଛନ୍ତି । ଅଶୋକ ୧୯୯୨ ମସିହାରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ । ସେ ପରଦାରେ ଶ୍ରେଷ୍ଠ ଅଭିନୟ ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଅଶୋକ…