Odisha Link
Bridging the Missing Links in Odisha
Browsing Tag

Assembly News In Odisha

‘ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଅନେକ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ତେବେ ଆଜି ଗୃହରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସାକୁ ନେଇ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗରେ କଟକ ବାରବାଟୀ କଂଗ୍ରେସ…

କରୋନା କାଳରେ ହୋଇପାରେ ବିଧାନସଭା

ଭୁବନେଶ୍ୱର: କରୋନା କାଳରେ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ବସିପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୁଇ ଦିନ ତଳେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ…

ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ…

ଭୁବନେଶ୍ବର: ପୁଣିଥରେ ଆଜି ସନ୍ଧ୍ୟାରେ ଆଇଏଏସ ସ୍ତରରେ ହୋଇଛି ଅଦଳବଦଳ। ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ମୋନା ଶର୍ମାଙ୍କୁ ନୂଆ ଦାୟିତ୍ୱ…

ବିଧାନସଭା : ରାଜ୍ୟରେ ଖାଲିପଡ଼ିଛି ୫୦୩…

ଭୁବନେଶ୍ୱର : ରାଜ୍ୟରେ ମୋଟ ୨୪୫୩ ରାଜସ୍ବ ନିରୀକ୍ଷକ ପଦବୀ ରହିଥିବା ବେଳେ ସେଥିରୁ ୫୦୩ ପଦବୀ ଖାଲି ପଡ଼ିଛି। ଗୁରୁବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡ଼ିଥିବାରୁ ରାଜସ୍ବ ବିଭାଗ…