Odisha Link
Bridging the Missing Links in Odisha
Browsing Tag

Atal Tunnel

ଲୋକାର୍ପିତ ହେଲା ଅଟଳ ଟନେଲ୍‌

ମନାଲି: ଅଟଳ ଟନେଲ୍‌ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିମାଚଳ ପ୍ରଦେଶ ରୋହତାଙ୍ଗ୍‌ରେ ସ୍ବତନ୍ତ୍ର ଉତ୍ସବରେ ଲୋପାର୍ପଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ୯ କିମି ଲମ୍ବ ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇଓ୍ବେ ଟନେଲ୍। ୩…

ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ ସଂଯୋଗ କରିବ। ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ…