ବ୍ୟାଟେରୀ ଫାଟି ଆଙ୍ଗୁଳି ଛିଣ୍ଡିଲା
ଭଦ୍ରକ: ବ୍ୟାଟେରୀ ସହ ଖେଳିବା ପଡିଲା ମହଙ୍ଗା। ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ମହରମପୁର ପଞ୍ଚାୟତ ତରାସୁଣୀ ସାହିରେ ଜଣେ ଛାତ୍ର ଚାଇନା ବ୍ୟାଟେରୀରେ ସହ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଛାତ୍ର ଜଣଙ୍କର ୩ଟି ଆଙ୍ଗୁଠି ପାପୁଲିରୁ ଛିଣ୍ଡି ଯାଇଛି। ଏଥିରେ ଆଉ ଜଣେ ଛାତ୍ର ଆହତ ହୋଇଛନ୍ତି। ଭଦ୍ରକ…