Odisha Link
Bridging the Missing Links in Odisha
Browsing Tag

Bee

କଂଗ୍ରେସ ବୈଠକରେ ବିନ୍ଧିଲା ମହୁମାଛି

ରାଉରକେଲା: କଂଗ୍ରେସ ଦଳର ସାଂଗଠନିକ ବ୍ୟାପାର ବିଷୟରେ ଆଲୋଚନା ହେଉଥିଲା। ଜଣେ ପରେ ଜଣେ କର୍ମୀ ଓ ନେତା ନିଜ ନିଜର ମତ ରଖୁଥିଲେ। ଏହି ସମୟରେ ହଠାତ ଆକ୍ରମଣ ହେଲା । ତେବେ କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ମହୁମାଛି ଆକ୍ରମଣ। ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଂଗ୍ରେସର ବୈଠକରେ।…