Odisha Link
Bridging the Missing Links in Odisha
Browsing Tag

Bhaba Das

ଗିରଫ ହେଲେ ବବିଙ୍କ ଭାଇ ଭବ ଦାସ

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ। ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଯାଜପୁର ଟାଉନ ଥାନା ପୁଲିସ ଗିରଫ କରିଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଭବ…