ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଡ.…
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ବରେ ପରିବର୍ତ୍ତନ। ଡକ୍ଟର ଚେଲ୍ଲା କୁମାରଙ୍କୁ ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାମିଲନାଡ଼ୁର କ୍ରିଷ୍ଣଗିରି ସାଂସଦ ହେଉଛନ୍ତି ଚଲ୍ଲେକୁମାର। ସୂଚନାଥାଉକି, ୨୦୧୯ ସାଧାରଣ ନିର୍ବାଚନ…