ନାଗରିକତା ଆଇନ୍: ଶିବଲଙ୍କ ପରେ ହୁଡା…
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଦ୍ରୋହ ଓ ସମର୍ଥନ ଦେଖିବାକୁ ମିଳୁଛି। ହେଲେ କଂଗ୍ରେସ ବରିଷ୍ଠ ନେତା କପିଲ ଶିବଲ ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।
ସିଏଏକୁ ନେଇ ନିଜ ମତ ଦେଇଛନ୍ତି ଭୁପିନ୍ଦର…