Odisha Link
Bridging the Missing Links in Odisha
Browsing Tag

bike accident

ବାଇକ୍‌ ସିରିଜ୍‌ ଦୁର୍ଘଟଣା: ୧ ମୃତ, ୪…

ଦେବଗଡ଼: ବାଇକ୍‌ ସିରିଜ୍‌ ଦୁର୍ଘଟଣା। ରିଆମାଳ ଥାନା ଛତାବର ନିକଟରେ ଏନ୍‌ଏଚ୍‌ ୫୭ରେ ଘଟିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ଟି ଗୋଟିଏ ପରେ ଗୋଟିଏ ୪ ପଥଚାରୀଙ୍କ ଉପରେ ମାଡିଯାଇଛି। ଏହି ସଡକ ଦୁର୍ଘଟଣାରେ ବାଇକ୍‌ ‌ ଆରୋହୀ ସମେତ ୪…

ଗଛରେ ପିଟିହେଲା ବାଇକ୍, ୩ ଯୁବକ ଗୁରୁତର

ଭୁବନ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ୩ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୁମୁର୍ଶିଙ୍ଗା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି। ୩ ଯୁବକ ଏକ ଓଡି୦୬-ଏଫ-୬୧୬୨ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଭୁବନ ଥାନା ଅଞ୍ଚଳକୁ…

ସଡ଼କ ଦୁର୍ଘଟଣା ଚାଲିଗଲା ଦୁଇ ଜୀବନ

ବାରିପଦା:  ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତଙ୍କ ହୋଇଛି । ବିଳମ୍ବିତ ରାତିରେ ସଦର ଥାନା ଜ୍ୟୋତିପୁର ଛକଠାରେ ଦୁର୍ଘଟଣା ହୋଇଥିଲା । ମୃତକ ଦ୍ୱୟ ହେଲେ ଗୌତମ ମହାନ୍ତି ଓ ଅଜିତ୍ ମହାନ୍ତି। ଉଭୟଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ । ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ବସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଏକ ବାଇକ୍‌କୁ ଯାତ୍ରୀବାହି ବସ୍‌ ପଛପଟୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।ମୃତକଙ୍କ ନାଁ ଗତିକୃଷ୍ଣ ଖୁଣ୍ଟିଆ। ତାଙ୍କ ଘର ମଠକରଗୋଳା ଅଞ୍ଚଳରେ ବୋଲି ଜଣାପଡ଼ିଛି।…