ବିନ୍ଦୁ ସାଗରରେ ପିଣ୍ଡଦାନ ମନା
ଭୁବନେଶ୍ବର: କରୋନା ମହାମାରି ସଂକ୍ରମଣ କରାଣରୁ ଭୁବନେଶ୍ବର ବିନ୍ଦୁ ସାଗରରେ ଚଳିତ ବର୍ଷ ପିଣ୍ଡାଦାନକୁ ବାରଣ କରାଯାଇଛି। ଏହା ସହିତ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗର ପୟାଶ୍ରାଦ୍ଧ ପିଣ୍ଡଦାନକୁ ମନା କରାଯାଇଛି। ଏନେଇ ଲୋକ ମାନଙ୍କ ଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍ସି।…