ଜାତୀୟ ବିପିଏଲ୍ ତାଲିକାରେ ଦ୍ବିତୀୟ…
ଭୁବନେଶ୍ବର: ଓଡ଼ିଶା ପାଇଁ ଦାରିଦ୍ର୍ୟ ହେଉଛି ଏକ ମୁଖ୍ୟ ପ୍ରସଙ୍ଗ। ଦିନକୁ ଦିନ ଦାରିଦ୍ର୍ୟ ହଟାଇବାରେ ବିଫଳ ହୋଇଛି ଓଡ଼ିଶା। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍) ଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନୁସାରେ ଦେଶରେ ଦ୍ବିତୀୟ ବୃହତ୍ତମ ରାଜ୍ୟ ଭାବେ ପରିଗଣିତ ହୋଇଛି ଓଡ଼ିଶା। ପ୍ରଥମ ସ୍ଥାନରେ ଅଛି ବିହାର।…