Odisha Link
Bridging the Missing Links in Odisha
Browsing Tag

burnt daughter

ଝିଅକୁ ଜାଳିଲା ବାପା

ବଲାଙ୍ଗିର: ଝିଅକୁ ଜାଳିଦେଲା ପିଶାଚ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ। ନିଜ ଝିଅକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନିଆଁରେ ଜଳି ଗୁରୁତର ଅବସ୍ଥାରେ ନାବାଳିକା ସୂର୍ଯ୍ୟକାନ୍ତୀ ନାଗଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ…