Odisha Link
Bridging the Missing Links in Odisha
Browsing Tag

Bus Stop

ଆଜିଠୁ ରାଜ୍ୟ ବାହାରକୁ ଗଡ଼ିବନି ବସ

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ବହାରକୁ ଗଡ଼ିବନି ବସ୍। ଆଜି ଦିନ ୧୧ଟାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ସେବା ବନ୍ଦ। କରୋନା ସତର୍କତା ପାଇଁ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍‌ ଲାଗିଛି। ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ବସ୍‌…

ରାଜଧାନୀରର ଏହି ସବୁ ବସ୍‌ ଷ୍ଟପ୍‌ରେ ଆଉ…

ଭୁବନେଶ୍ବର: ବସଯାତ୍ରୀ ମାନେ ସମାବଧାନ। କାହିଁକିନା ରାଜଧାନୀର ପ୍ରମୁଖ ସ୍ଥାନରେ ଆଉ ବସ୍‌ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପ୍‌ ଗୁଡ଼ିକରେ ଆଉ ବସ୍‌ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍‌ସଙ୍ଗ ବିହାର…