Odisha Link
Bridging the Missing Links in Odisha
Browsing Tag

CAA Support

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶରେ ଲାଗୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନର ମାହୋଲ। ଲୋକସଭା ନିର୍ବାଚନକୁ ଏକ ମାସ ସମୟ ଥିବା ବେଳେ ପଲ୍ଲୀରୁ ଦିଲ୍ଲୀ ରାଜନୀତି ଏବେ ସରଗରମ। ଏସବୁ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଲାଗୁ କରିବାକୁ କେନ୍ଦ୍ର ସରକାର ଆଗଭର ହୋଇଛନ୍ତି।…

କାହାକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ କହିଲେ…

ସମ୍ବଲପୁର : ସିଏଏ ସପକ୍ଷରେ ବିଜେପିର ସମ୍ବଲପୁରରେ ଆୟୋଜତ ହୋଇଥିବା ବିଶାଳ ରାଲି ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଏହି ରାଲିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସିଏଏ ସମ୍ପର୍କିତ ଏକ…

ସିଏଏ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥନରେ ୫୨ ଲକ୍ଷ ମିସ୍‌ଡ କଲ୍‌। ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ପାଇଁ ଜାରି କରାଯାଇଥିବା ସ୍ବତନ୍ତ୍ର ନମ୍ବର। ମାତ୍ର ୪ ଦିନ ମଧ୍ୟରେ ଦେଶବ୍ୟାପୀ ୫୨ ଲକ୍ଷ ମିସ୍‌ଡ କଲ୍‌ ଏହି ନମ୍ବରରେ ଆସିଛି। ଏତେ ସଂଖ୍ୟକ ମିସ୍‌ଡ କଲ୍‌ ଆସିଥିବା ସୂଚନା ଦେଇଛନ୍ତି…

ସିଏଏ ସମର୍ଥନରେ ରାଲି

ଭୁବନେଶ୍ଵର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାକୁ ବିରୋଧ କରି ଛାତ୍ରଙ୍କ ସମେତ ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି…