ସରକାରଙ୍କର ଚିତା ପ୍ରକଳ୍ପକୁ ଶକ୍ତ…
ଓଏଲ୍ ବ୍ୟୁରୋ: ପୁଣି ଏତ ଚିତାବାଘ ବୁଜିଲା ଆଖି। କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଚିତା ବାଘଟି ମାଈ। ସବୁଠୁ ବଡ଼ କଥା ହେଲା ୫ ମାସ ମଧ୍ୟରେ କୁନୋରେ ୯ଟି ଚିତା ବାଘ ଆଖି ବୁଜିଲେଣି। କେଉଁ କାରଣରୁ ଚିତାର ମୃତ୍ୟୁ ହେଲା ଜାଣିବାପାଇଁ ଅଧିକାରୀମାନେ ଚିତାର…