ସିଗାରେଟ୍ ବୋଝେଇ କଣ୍ଟେନରରୁ ସିଗାରେଟ୍…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସିଗାରେଟ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟିଲେ ଲୁଟେରା । ଲୁଟ୍ କରିବା ସମୟରେ ଲୁଟେରା କଣ୍ଟେନର ଡ୍ରାଇଭର କୁ ମାଡମାରି ଜଙ୍ଗଲରେ ହାତଗୋଡ ବାନ୍ଧି ପକାଇଦେଇଥିଲେ। ଡ୍ରାଇଭରକୁ ମାଡ଼…