Odisha Link
Bridging the Missing Links in Odisha
Browsing Tag

Coal Mines

କୋଇଲା ଅତଡ଼ା ଖସି କର୍ମଚାରୀ ମୃତ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସି ଜଣେ କର୍ମଚାରୀଙ୍କ ମୃତ ଘଟିଥବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତିଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଜିରାଳ ଗ୍ରାମର ଗଙ୍ଗାଧର ଦାସ(୫୭)। ସେ ଡ୍ରେସର ଭାବେ କାମ କରୁଥିବା ନେଇ ସୂଚନା ମିଳିଛି।…

ବନ୍ଦ ହେଲା ଭରତପୁର କୋଇଲା ଖଣି

ତାଳଚେର : ୧୪ ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ମଙ୍ଗଳବାରଠାରୁ ଭରତପୁର କୋଇଲା ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ଚାଲିଥିଲା ବେଳେ ବୁଧବାର ଅପରାହ୍ଣରୁ ଭାରତ ସରକାରଙ୍କ ଖଣି ସୁରକ୍ଷା ନିର୍ଦେଶାଳୟର ନିର୍ଦେଶ ଯୋଗୁଁ ଭରତପୁର ଖଣିକୁ ପୁଣି ବନ୍ଦ କରିଦିଆଯାଇଛି। ଖଣି ସୁରକ୍ଷା…

ଭରତପୁର କୋଇଲା ଖଣିରୁ ଆଉ ଜଣଙ୍କ ମୃତଦେହ…

ଅନୁଗୁଳ : ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମ୍‌ସିଏଲ୍‌ର ଉଦ୍ଧାରକାରୀ ଟିମ୍‌ ଆଜି ଏହି ମୃତଦେହକୁ ଉଦ୍ଧାର କରିଛନ୍ତି। ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତ ୨୩ ତାରିଖ ରାତିରେ କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁ ଘଟିଥିବା ଦୁର୍ଘଟଣାରେ…

ପୁଣି ତାଳଚେରର ସମସ୍ତ କୋଇଲା ଖଣି ବନ୍ଦ

ଅନୁଗୋଳ : ତାଳଚେର କୋଇଲା ଖଣି ସମସ୍ୟା ଥମିବାର ନାଁ ନେଉନି। ପୁଣିଥରେ ତାଳଚେରର ସମସ୍ତ କୋଇଲା ଖଣିକୁ ବନ୍ଦ କରିଛନ୍ତି ଭରତପୁର କୋଇଲା ଖଣିରେ ମୃତ ହୋଇଥିବା ଶ୍ରମିକଙ୍କ ପରିବାରରଲୋକ। କ୍ଷତିପୂରଣ ଏବଂ ସ୍ଥାୟୀ ନିଯୁକ୍ତିର ଆଶ୍ଵାସନା ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷତିପୂରଣ ଦେଇନାହିଁ ଏମସିଏଲ । କେବଳ…