ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି
ଭୁବନେଶ୍ବର: ଦିନରେ ରଙ୍ଗମିସ୍ତ୍ରୀ ଆଉ ରାତିରେ ଚୋରୀ। ଦୁର୍ଦ୍ଦାନ୍ତ ସୁନା ଚୋର ଦିଲ୍ଲୀପ ନାୟକକୁ ଗିରଫ କଲା କମିସନରେଟ୍ ପୋଲିସ। ୫ ବର୍ଷ ଧରି ଏହି ସୁନା ଚୋରକୁ ଖୋଜୁଥିଲା ପୋଲିସ।
ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହା ଅଗଷ୍ଟ ୨୧ ତାରିଖରେ ବଡଗଡ଼ ଅଞ୍ଚଳରେ ଚୋରି କରୁଥିବା ବେଳେ ଜଣେ ମହିଳାଙ୍କୁ…