କନଭେନସନ୍ ସେଣ୍ଟର୍ ଉଦଘାଟନ କଲେ…
ଭୁବନେଶ୍ବର: ଆଜି ଲୋକସେବା ଭବନ ପରିସରରେ କନଭେନସନ୍ ସେଣ୍ଟର୍ ତଥା ଅତ୍ୟାଧୁନିକ ସମ୍ମିଳନୀ ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପ୍ରମୁଖ…