Odisha Link
Bridging the Missing Links in Odisha
Browsing Tag

dal

ଡାଲିରେ ରିହାତି ଦେବେ ସରକାର!

ନୂଆଦିଲ୍ଲୀ : ଆଗାମୀ ଦିନରେ ହ୍ରାସ ପାଇପାରେ ଡାଲି ଦର। ଡାଲି ଦର କାମ କରିବାକୁ ସରକାର ଓପନ ମାର୍କେଟ ସେଲ ସ୍କିମରେ ରିହାତି ଦେଇପାରନ୍ତି। ସୂତ୍ର ଅନୁଯାୟୀ, ପ୍ରାଇସ ମନିଟରିଂ କମିଟି ଡାଲି ଦର କିଲୋ ପ୍ରତି ୧୦ ରୁ ୧୫ ଟଙ୍କା ରିହାତି ଦେବାକୁ ସୁପାରିଶ କରିଛି। ଏଥିପାଇଁ ସରକାର ୨୦ ଲକ୍ଷ ଟନର ବଫର ଷ୍ଟକ…

ମାଗଣାରେ ୫ ମାସର ଚାଉଳ ଡାଲି ପାଇବେ…

ଭୁବନେଶ୍ବର: କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ…

କରୋନା ମୁକାବିଲା: ବିନା ମୂଲ୍ୟରେ ମିଳିବ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ‘କରୋନା’ ପାଇଁ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୫ କେଜି ଚାଉଳ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରାଯିବ। ପିଡିଏସ୍‌ ଚାଉଳ ସହିତ ଅତିରିକ୍ତ ଭାବେ ବିନା ମୂଲ୍ୟରେ ଏହି…