Odisha Link
Bridging the Missing Links in Odisha
Browsing Tag

Dama Rout

ଆରପାରିରେ ଦାମ ରାଉତ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବର୍ଷିଆନ୍‌ ରାଜନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଶ୍ରୀ ରାଉତଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପୁଅ ସମ୍ବିତ…

ମୁଁ ବିଜେଡି ଲୋକ: ଦାମ ରାଉତ

ଭୁବନେଶ୍ବର: ବରିଷ୍ଠ ପୁରୁଖା ନେତା ଦାମ ରାଉତଙ୍କ ବଡ଼ ବୟାନ। ଦାମ ରାଉତ କହିଛନ୍ତି ଯେ, ମୁଁ ନବୀନ ବାବୁଙ୍କୁ ସମର୍ଥନ ଦେଇ ଆସିଛି। ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି। ମୁଁ ଜଣେ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ ମଧ୍ୟ। ମୁଁ ନିର୍ବାଚନ ଲଢ଼ିବି ନାହିଁ ବରଂ ବିଜୁଙ୍କ ଅନୁଗତ ହିସାବରେ…

ବିଜେଡି ଫେରିବାକୁ ଦାମଙ୍କ ମନ

ଭୁବନେଶ୍ବର: ଗତକିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା ଦାମ ରାଉତଙ୍କ ବଡ଼ ବୟାନ। ବୁଲେଇ ବଙ୍କେଇ ବିଜେଡି ଫରିବାକୁ ଇଚ୍ଛା ପ୍ରକାଶ କଲେ ଦାମ ରାଉତ। ପଚାରୁ ପଚାରୁ କହିଲେ, ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ମୋତେ ପ୍ରଲୋଭିତ କଲେ ଓ ଦଳରେ ମିଶାଇଲେ, ହେଲେ ନିର୍ବାଚନ ସରିଲା ପରେ ମୋତେ ଭୁଲି…

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦାବି…

ଭୁବନେଶ୍ବର: ଗତ କିଛିଦିନ ତଳେ ବିଜେପି ଦଳ ଛାଡ଼ିଥିବା ବରିଷ୍ଠ ନେତା ଦାମୋଦର ରାଉତ ଭାରତ ରତ୍ନ କଥା ଉଠାଇଛନ୍ତି। ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ। ଶ୍ରୀ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା…

ଦାମ ରାଉତଙ୍କୁ ଦଳ ସୁଯୋଗ ଦେଇଥିଲା

ଭୁବନେଶ୍ୱର: ଆଜି ଦିନ ତମାମ ଦାମଙ୍କ ବିଜେପି ଛାଡ଼ିବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଏହି ନିଷ୍ପତ୍ତିକୁ ନେଇ ବହୁ ନେତା ବହୁ ମନ୍ତବ୍ୟ ଦେଇଛନ୍ତି। ହେଲେ ଏବେ ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଦାମ ରାଉତଙ୍କୁ ବିଜେପି ଅଣଦେଖା କରିନାହିଁ…

ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଦାମଦାର ରାଉତ ଆଉ ନିର୍ବାଚନ ଲଢ଼ିବେ ନାଇଁ। ଏନେଇ ଦାମଦୋର ରାଉତ ଗଣମାଧ୍ୟମରେ କହିଛନ୍ତି। ହେଲେ ସେ ଲୋକଙ୍କ ସହ ରହିବେ ଓ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଲଢ଼ିବାକୁ ଆଉ ବୟସ ନାହିଁ। ବିଧାନସଭାରେ ଆମ ଭଳି ପୁରୁଖା ନେତାଙ୍କ ପୁଅ…

ମୁଁ ରେଣ୍ଟ ଦେବି, ମତେ ୪ମାସ ରହିବାକୁ…

ଭୁବନେଶ୍ବର: ଗତକାଲି ବାଚସ୍ପତି ସରକାରୀ କ୍ବାର୍ଟର ମାଡ଼ ବସିଥିବା ନେତାଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଦେଇଥିଲେ। ଏ ନୋଟିସକୁ ନେଇ ରାଜ୍ୟ-ରାଜନୀତି ହଲଚଲ ହୋଇଛି। ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି…