ଆଜି ଭାଙ୍ଗାଯିବ ଐତିହାସିକ ଏମାର ମଠ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ ଅଭିଯାନ। ଏହି ଅଭିଯାନ ଦ୍ବାରା ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଚାଲିଛି ପ୍ରସ୍ତୁତି। ଏହାଦ୍ବାରା ଗତକାଲି ଲଙ୍ଗୁଳି ମଠ ଭଙ୍ଗାଯାଇଥିଲା। ଆଜି ଐତିହାସିକ…