Odisha Link
Bridging the Missing Links in Odisha
Browsing Tag

Farmer Sucide

କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

କେନ୍ଦ୍ରାପଡ଼ା:ପୁଣି ରାଜ୍ୟରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହି ଚାଷୀଜଣକ ବାତ୍ୟା ବୁଲବୁଲରେ ଫସଲ ନଷ୍ଟ ଏବଂ ଋଣ ଭାର କାରଣରୁ ଜୀବନ ହାରିଥିବା କୁହାଯାଉଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନୂରୁଗାଁର ରାମଚନ୍ଦ୍ର ବାରିକ ନାମକ ଏହି ଚାଷୀ କରଜ କରି…

ଋଣ ପାଇଁ ଚାଷୀ ଆତ୍ମହତ୍ୟା!

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦୋର୍ଲା ଗ୍ରାମରେ ଜଣେ ଚାଷୀ ସୋମବାର ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାମ ଘସିରାମ ମାଝୀ। ଋଣଭାର ଯୋଗୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଘସିରାମ ପ୍ରାୟ ୫ଟି ଏସଏଚଜିରୁ ଋଣ ନେଇ ଜମି କିଣି ଚାଷ କରିଥିଲେ। ଋଣ ଭାର…

ବିଷ ପିଇ ଚାଷୀ ହାରିଲେ ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଜଣେ ଚାଷୀ ଋଣଭାର ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ନାଁ ସୁମନ୍ତ ବେହେରା। ସୁମନ୍ତ ଚାଷ ପାଇଁ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ହେଲେ ବର୍ଷାଭାବରୁ ଚାଷ ନଷ୍ଟ…