Odisha Link
Bridging the Missing Links in Odisha
Browsing Tag

Flight Service

ଆଜିଠରୁ ଝାରସୁଗୁଡ଼ାରୁ ବାରଣାସୀ ମଧ୍ୟରେ…

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡାରୁ ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଚଳାଚଳ କରିବ ଏଲାଏନ୍ସ ଏୟାର। ଏଲାଏନ୍ସ ଏୟାର ପକ୍ଷରୁ ଇଞ୍ଜଜ-୭୨ ବିମାନ ଚଳାଚଳ କରିବ। ଏହି ବିମାନଟି ୭୨ ସିଟ ବିଶିଷ୍ଟ। ବିମାନଟି ଝାରସୁଗୁଡା ବିମାନବନ୍ଦରରୁ ଦିନ ୧୦ଟା ସମୟରେ ଛାଡି ଭୁବନେଶ୍ୱରରେ ୧୧ଟା ୦୫ ମିନିଟରେ ପହଞ୍ଚିବ।…

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ…

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବ। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି। ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ବାହାରି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିଛି। ପୁଣି ଏହି ବିମାନ…

ଫେବୃଆରୀ ୨୯ରୁ ଭୁବନେଶ୍ୱରରୁ ବାରଣାସୀକୁ…

ଭୁବନେଶ୍ୱର: ଦୁଇ ବର୍ଷ ତଳେ ଏୟାର ଇଣ୍ଡିଆ ମାତ୍ର କିଛି ମାସ ପାଇଁ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା ଆରମ୍ଭ କରି ବନ୍ଦ କରି ଦେଇଥିଲା। ଫଳରେ ଭୁବନେଶ୍ୱରରୁ ବାରଣାସୀକୁ ବିମାନ ସେବା ବନ୍ଦ ହୋଇଯାଇଥିଲା। ହେଲେ ଆସନ୍ତା ଫେବୃଆରୀ ୨୯ରୁ ପୁଣି ଏହି ସେବା ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରରୁ…

ଝାରସୁଗୁଡ଼ା ରୁ ମୁମ୍ବାଇ ସିଧାସଳଖ ବିମାନ…

ଭୁବନେଶ୍ୱର: ମୁମ୍ବାଇ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି…