କରୋନା: ଓଡ଼ିଆ ପଖାଳ ପରସିଥିବା ଫ୍ଲଏଡ୍…
ଭୁବନେଶ୍ବର: ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍ କାର୍ଡଜ୍।
ବୃତ୍ତିରେ ସେଫ୍ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍ ନ୍ୟୁୟର୍କରେ ରହନ୍ତି ଓ ସେଠାରେ…