ଜିମେଲ୍ ଲୋଗୋରେ ପରିବର୍ତ୍ତନ ଆଣିଲା…
ମୁମ୍ବାଇ: ଜିମେଲ୍ ଲୋଗୋରେ ପରିବର୍ତ୍ତନ ଆଣିଛି ଗୁଗୁଲ୍। ଜିମେଲ୍ ଲୋଗୋ ଲାଲ୍ ଏବଂ ଧଳା ରଙ୍ଗ ଥିବା ବଳେ ଏବ ଏଥିରେ ପରିବର୍ତ୍ତନ ଆସିଛି।ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି। ଗୁଗୁଲ୍ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।…