ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ବାର୍ଡ ଫ୍ଲୁ ଆଶଙ୍କାରେ ଆଜିଠୁ ଅନ୍ୟାଦେଶ ଯାଏ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବ। ବାର୍ଡ ଫ୍ଲୁ କେନ୍ଦ୍ର ସ୍ଥଳ ଓୟୁଏଟିଠାରୁ ଏକ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା ମରାଯିବ। କୁକୁଡ଼ା ମରାଯାଇ ଗଭୀର…