ଆଇସିସି ପ୍ରୋମୋରେ ଓଡ଼ିଆ ପୁଅ, ଏବେ…
ଓଏଲ୍ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଆଗାମୀ ଦିନିକିଆ ବିଶ୍ବକପ୍ ପାଇଁ ଅଫିସିଆଲ୍ ପ୍ରୋମୋ ଲଞ୍ଚ କରିଛି। ଏହି ପ୍ରୋମୋରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍, ଜେପି ଡୁମୁନି, ଶୁଭମନ ଗିଲ, ଦିନେଶ କାର୍ତ୍ତିକ ନଜର ଆସିଛନ୍ତି। ଏଥିସହିତ ଓଡ଼ିଆ ପୁଅ ତଥା ବିରାଟ କୋହଲିଙ୍କ ବଡ଼…