ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ନିଯୁକ୍ତ…
ଚଣ୍ଡିଗଡ଼: ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ଭାବେ ନିଯୁକ୍ତ କରିଛନ୍ତି ପଞ୍ଜାବ ନିର୍ବାଚନ ଆୟୋଗ। ଏନେଇ ଜାରି ଏକ ଆଧିକାରିକ ବୟାନରେ ସୂଚନା ଦିଆଯାଇଛି। ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ…