ଜୁନ୍ ୧ରେ ହେବ ଇଣ୍ଡିଆ ବ୍ଲକ୍ର ବୈଠକ,…
ଓଏଲ୍ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଲୋକସଭା ନିର୍ବାଚନର ଅନ୍ତିମ ଚରଣ ମତଦାନ ବାକି ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିପକ୍ଷ ଇଣ୍ଡିଆ ମେଣ୍ଟର ନେତାଙ୍କ…