ଅଶାନ୍ତ ବାଂଲାଦେଶ, ଭାରତୀୟ ନାଗରିକଙ୍କ…
ଓଏଲ୍ ବ୍ୟୁରୋ: ରବିବାର ସକାଳେ ବାଂଲାଦେଶ ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହି ସଂଘର୍ଷରେ ଅତି କମ୍ରେ ୧୪ ଜଣ ପୁଲିସ୍ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଶହ ଶହ…