ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶ;…
ଓଏଲ୍ ବ୍ୟୁରୋ: ଏପ୍ରିଲ୍ ୧୯ ତାରିଖରୁ ବିଶ୍ବର ବୃହତମ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେବାକୁ ଯାଉଚି ମହାପର୍ବ। ଏହାପୂୂର୍ବରୁ ଭାରତୀୟଙ୍କ ପାଇଁ ଆସିଲା ବଡ଼ ଖବର। ଭାରତୀୟ ନାଗରିକଙ୍କୁ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର। ଇରାନ ଓ ଇସ୍ରାଏଲ ଯାତ୍ରାରୁ ଦୂରେଇ…