ବିଜେପିର ପ୍ରତିଶ୍ରୁତି ପାଣିର ଗାର: ନବୀନ…
ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିର ଶିରୋନାମା ପାଲଟିଛି ଭତ୍ତା ପ୍ରସଙ୍ଗ। ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ଭତ୍ତା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଏଥିସହିତ ଅଗଷ୍ଟ ୧୬ ତାରିଖରୁ ବିଜେଡିର ଜନଜାଗରଣ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।
ବିଜେଡି ସୁପ୍ରିମୋ ନବୀନ…