Odisha Link
Bridging the Missing Links in Odisha
Browsing Tag

Janhvi Kapoor

ଏକାଠି କାମ କରିବେ ବରୁଣ ଓ ଜାନଭୀ

ମୁମ୍ବାଇ : ବଲିଉଡ ଅଭିନେତା ବରୁନ ଧବନ ଲଗାତାର ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି । ସିନେମା ଷ୍ଟ୍ରିଟ୍ ଡାନ୍ସର୍ 3D ପରେ ବରୁନ ସିନେମା କୁଲି ନଂ 1 ପାଇଁ ପ୍ରସ୍ତୁତ ହେଉଛନ୍ତି । ସିନେମାଟି ମେ 1ରେ ସିନେମା ପରଦାରେ ଆସିପାରେ । ବରୁନ କମେଡି ସିନେମାରେ ମଧ୍ୟ ଭଲ ଅଭିନୟ କରି ଦର୍ଶକଙ୍କ ମନକିଣି…

କଠିନ ପରିଶ୍ରମ କରୁଛନ୍ତି ଜାହ୍ନବୀ

ମୁମ୍ୱାଇ : ବଲିଉଡ଼ କିଡ଼ଷ୍ଟାର ଜାହ୍ନବୀ କପୁର ଧଡକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଛନ୍ତି । ସେ ଧଡ଼କ ସିନେମାରେ ଅଭିନୟ କରି ନିଜକୁ ଭଲ ଅଭିନେତ୍ରୀର ସାବ୍ୟସ୍ଥ କରାସାରିଛନ୍ତି । ଜାହ୍ନବୀ  କରଣ ଜୋହର୍‌ ଙ୍କ ସିନେମା ‘ତଖ୍‌ତ’ ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏହି…

ଜାଣନ୍ତୁ ଜାହ୍ନବୀ କଣ କରିବାକୁ ଭୁଲିଗଲେ

ମୁମ୍ବଇ: ନିଜକୁ ଷ୍ଟାଇଲ୍‌ ଓ ସୁନ୍ଦର ରଖିବା ପାଇଁ ବଲିଉଡର ଅଭିନେତ୍ରୀ ଓ ଅଭିନେତା ମାନେ ବିଭନ୍ନ ପ୍ରକାରର ପୋଷାକ ପରିଧାନ କରିଥାନ୍ତି । ସେମାନଙ୍କ ଷ୍ଟାଇଲ୍‌ କୁ ଦର୍ଶକ ମାନେ ଅନୁକରଣ କରିବା ସହ ପ୍ରଶଂସା ମଧ୍ୟ କରିଥାନ୍ତି । ଦର୍ଶକ ମାନେ ଖାସ କରି ଅଭିନେତ୍ରୀ ମାନଙ୍କର ପରିଧାନ ଉପରେ ଅଧିକ ଧ୍ୟାନ…