ବିଗବସ୧୪ରେ ନଜର ଆସୁଛନ୍ତି ଏହି…
ମୁମ୍ବାଇ : ଟେଲିଭିଜନର ରିଆଲିଟି ଶୋ ବିଗବସ୍୧୪ ଆରମ୍ଭ ହୋଇଯାଇଛି । ଏହି ଶୋକୁ ବଲିଉଡ଼ ସୁପଷ୍ଟାର ସଲମାନ ଖାନ ଉପସ୍ଥାପନା କରୁଛନ୍ତି।। ବିଗବସ ଘରକୁ ଡିଜାଇନ୍ କରିଛନ୍ତି ଉମଙ୍ଗ କୁମାର। ଏଥର ଘରଟିକୁ ନିଆରା ଢ଼ଙ୍ଗରେ ସଜ୍ଜା ଯାଇଛି । ଏଠାରେ ପ୍ରତିଯୋଗୀମାନଙ୍କୁ ରେସ୍ତୋରାଁ, ସ୍ପା, ଥିଏଟର ଏବଂ ମଲ୍…