ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍
ବାଜିପୁର : ଅପରେସନ ସାରି ଫେରୁଥିବା ସମୟରେ ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍ । ବିଜାପୁରରେ ନସ୍କଲ ବିରୋଧି ଅପରେସନ୍ ପାଇଁ ଯାଇଥିବା ଡିଆରଜି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ନଦୀର ବ୍ରିଜ୍ ପାର୍ଶ୍ୱକୁ ଖସିପଡ଼ିଥିଲା ।
କୌଣସି ଯବାନଙ୍କର କିଛି ବି କ୍ଷୟକ୍ଷତି ହୋଇନଥିବା ବିଜାପୁର…