ବିଜେପିର ସଂସଦୀୟ କାର୍ଯ୍ୟନିର୍ବାହୀ…
ନୂଆଦିଲ୍ଲୀ : ବୁଧବାର ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି । ତେବେ ଏହି କମିଟିରେ ଓଡ଼ିଶାର ୩ ଜଣଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ।
କମିଟିର ନିଷ୍ପତି ଅନୁଯାୟୀ ପ୍ରଧାନମନ୍ତ୍ରୀ…