‘କାଳିଆ’ ଚାଲୁ ରହିବ: ମନ୍ତ୍ରୀ
ଭୁବନେଶ୍ୱର: କାଳିଆ ଯୋଜନା ଚାଲୁ ରହିବ। ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନ ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ।…