କଳିଙ୍ଗନଗରକୁ ମଳିଲା ନ୍ୟାଶ୍ନାଲ୍…
ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗରକୁ ନ୍ୟାଶ୍ନାଲ୍ ଇନ୍ଭେଷ୍ଟମେଣ୍ଟ୍ ଆଣ୍ଡ୍ ମ୍ୟାନୁଫ୍ୟାକଚରିଂ ଜୋନ୍ ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ସଡ଼କ ପଥ, ରେଳ ପଥ ଏବଂ ଜଳପଥ ସୁବିଧା ଥିବାରୁ ଏଭଳି…