ଦୁର୍ନୀତି ଜାଲରେ ବଲାଙ୍ଗିର ଜିଲ୍ଲା
ଭୁବନେଶ୍ବର :ଦୁର୍ନୀତି ବଲାଙ୍ଗିର ଜିଲ୍ଲାରେ ଶିରା ପ୍ରଶିରାକୁ ଚରି ସାରିଲାାଣି । କିରାଣିଙ୍କ ପରେ ଏବେ ଶ୍ରମ କମିଶନରବି ଲାଞ୍ଚ ନେଇଛନ୍ତି । ଲାଞ୍ଚ ନେବା ସମୟର ଭିଡିଓରେ କଏଦ ହେଲେ ସରୋଜ ରଂଜିତୋ ।
ଡିଭିଜିନାଲ କମିଶନର ଯାହା ଖୁସି ରେ ଦେବେ ଆମର କିଛି ଡିମାଣ୍ଡ ନାହିଁ କହି ଲାଞ୍ଚ ନେଉଛନ୍ତି । ଟେବୁଲ…