Odisha Link
Bridging the Missing Links in Odisha
Browsing Tag

Lighting

ଅଧିକ ଭିଡ଼ ହେଲେ ବନ୍ଦ ହେବ ଦୀପଦାନ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରି ପାଇଁ ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କର ଦର୍ଶନ କରୁଛନ୍ତି। ତେବେ ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ…

ବଜ୍ରପାତରେ ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡ଼ତେଲେନପାଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହାମାରୀ କରୋନା ସମୟରେ ବଜ୍ରପାତରେ ଚାଲିଗଲା ୩ ଜୀବନ। ବଜ୍ରପାତରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ବାକି ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି।…

ନୟାଗଡ଼: ବଜ୍ରାଘାତରେ ୨ ଗୁରୁତର ଆହାତ

ନୟାଗଡ଼: ଆଜି ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଦୁର୍ଗାପ୍ରସାଦ ଓ ମାଙ୍କପଲ୍ଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସନ୍ଧ୍ୟା ସମୟରେ ବଜ୍ରାଘାତ ମାରିବାରୁ ୨ଜଣ ଗରୁରତର ଆହାତ ହୋଇଛନ୍ତି। ଦୁର୍ଗାପ୍ରସାଦ ଗ୍ରାମର ପ୍ରଶାନ୍ତ କୁମାର ପାଳ(୨୩) ଏବଂ ମାଙ୍କପଲ୍ଲୀ ଗ୍ରାମର କଞ୍ଚନ ନାୟକ ବଜ୍ରାଘାତରେ ଆହାତ ହୋଇଛନ୍ତି।…