ଆଜିଠୁ ବିନା କରୋନା ରିପୋର୍ଟରେ ଜଗା…
ପୁରୀ: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜିଠୁ ଜଗା ଦର୍ଶନରେ ଦରକାର ହେବ ନାହିଁ କରୋନା ରିପୋର୍ଟ। ଦୀର୍ଘ ୯ ମାସ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ ।
ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଦର୍ଶନ ପାଇଁ…