Odisha Link
Bridging the Missing Links in Odisha
Browsing Tag

Maoists Killed

୪ ମାଓବାଦୀ ନିହତ

ଭୁବନେଶ୍ୱର: ଛତିଶଗଡ଼ ସୁକମାରେ ଏନକାଉଣ୍ଟର ହୋଇଛି। ଜାଗରମୁଣ୍ଡା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ଖବର ମିଳଛି । ସୂଚନାଯୋଗ୍ୟ ଯେ, ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିଲା । ଏ ସମ୍ପର୍କରେ ସୂଚନା ପାଇ କୋବ୍ରା ଓ ଡିଆରଜି ଯବାନମାନେ ମିଳିତଭାବେ…

ଛତିଶଗଡ଼ରେ ଏନକାଉଣ୍ଟର: ପୋଲିସ୍‌ ଏସ୍‌ଆଇ…

ରାୟପୁର: ଛତିଶଗଡ଼ରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ…

ମାଲକାନଗିରି: ଆନ୍ଧ୍ର-ବିଶାଖାପାଟରାମ୍ ଜିଲ୍ଲା କିମଲବନ୍ଧୀ ଜଙ୍ଗଲରେ ମଙ୍ଗଳବାର ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୩ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି।